କୁନୋରେ ଚିତା ମୃତ୍ୟୁ ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ- ଗୋଟିଏ ବର୍ଷରେ ୪୦ ପ୍ରତିଶତ ଚିତା ମୃତ୍ୟୁ ଭଲ ସଙ୍କେତ ନୁହେଁ

ନୂଆଦିଲ୍ଲୀ : କୁନୋ ଜାତୀୟ ଉଦ୍ୟାନରେ ଚିତା ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ପ୍ରାୟ ୪ ମାସ ମଧ୍ୟରେ ଏଠାରେ ୮ ଚିତାଙ୍କ ମୃତ୍ୟୁ ହେଲାଣି। ଯେଉଁଥିରେ ଚାରି ଶାବକ ମଧ୍ୟ ଅଛନ୍ତି। ଆଉ କୁନୋରେ ଏଭଳି ଲଗାତାର ହେଉଥିବା ଚିତା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ବିଆର ଗଭଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରିଥିଲେ। ଏହି ସମୟରେ ସରକାରୀ ଓକିଲ ଐଶ୍ବର୍ଯ୍ୟା ଭାଟି … Continue reading କୁନୋରେ ଚିତା ମୃତ୍ୟୁ ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ- ଗୋଟିଏ ବର୍ଷରେ ୪୦ ପ୍ରତିଶତ ଚିତା ମୃତ୍ୟୁ ଭଲ ସଙ୍କେତ ନୁହେଁ