40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସିରିୟା ଉପରେ ଇସ୍ରାଏଲ୍‌ର ଏୟାର୍‌ଷ୍ଟ୍ରାଇକ୍‌: ୫ ମୃତ

ସିରିୟା ଉପରେ ଇସ୍ରାଏଲ୍‌ର ଏୟାର୍‌ଷ୍ଟ୍ରାଇକ୍‌: ୫ ମୃତ

ଦାମାସ୍କସ୍‌: ଇସ୍ରାଏଲ୍ ପକ୍ଷରୁ ସିରିୟାର ଦାମାସ୍କସ୍ ଏୟାରପୋର୍ଟ ଉପରେ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି । ଏଥିରେ ୫ ଜଣ ସିରିୟା ସୈନିକଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଏୟାର୍‌ପୋର୍ଟର ଭିତ୍ତିଭୂମି ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ସିରିୟା ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଇସ୍ରାଏଲ୍ ପକ୍ଷରୁ ବହୁ ମିସାଇଲ୍ ମାଡ଼ କରାଯାଇଥିଲା । ସିରିୟା ଏୟାର ଡିଫେନ୍ସ ସିଷ୍ଟମ୍ କେତେକ ମିସାଇଲ୍‌କୁ ରୋକିବା ସହ ଅଧିକାଂଶ ମିସାଇଲ୍‌କୁ ନଷ୍ଟ କରିଦେଇଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

+ ୩ ନାମଲେଖା ପ୍ରସଙ୍ଗ: ଦ୍ୱିତୀୟ ପର୍ଯ୍ୟାୟରେ ୩୯,୮୮୪ ଛାତ୍ରଛାତ୍ରୀ ମନୋନୀତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking