ଗାଜା ଉପରେ ରାତି ଅଧରେ ଇସ୍ରାଏଲର ବୋମା ବର୍ଷା

ବ୍ୟୁରୋ : ଗାଜାରେ ରାତି ଅଧରେ ଇସ୍ରାଏଲର ବୋମା ବର୍ଷା । ଜନବସତି ଅଞ୍ଚଳରେ ତୀବ୍ର ଆକ୍ରମଣରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ-ହମାସ ଯୁଦ୍ଧକୁ ୨୨ ଦିନ ବିତିଥିବା ବେଳେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଏବଂ ବାୟୁସେନା ଗାଜା ପଟ୍ଟିରେ ଆକ୍ରମଣକୁ ତୀବ୍ର କରିଛି । ଏହି ଆକ୍ରମଣରେ ହ୍ବାଇଟ୍ ଫସଫରସ୍ ବୋମା ବ୍ୟବହାର ହେଉଥିବା କୁହାଯାଉଛି । ଗାଜାରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଠପ୍ ହୋଇଯାଇଛି । ଏଥିରୁ ପ୍ରମାଣ … Continue reading ଗାଜା ଉପରେ ରାତି ଅଧରେ ଇସ୍ରାଏଲର ବୋମା ବର୍ଷା