ଇସ୍ରାଏଲ-ଗାଜା ଯୁଦ୍ଧ: ୨୪ ଘଣ୍ଟାରେ ହାମାସରେ ୨୪୧ ଜଣ ମୃତ

ହାମାସ : ଗତ ୨୪ ଘଣ୍ଟା ମଧ୍ୟରେ ଅତି କମରେ ୨୪୧ ଜଣଙ୍କର ମୃତ୍ୟୁ ଘଟିଛି। ପାଲେଷ୍ଟାଇନର ରାଷ୍ଟ୍ରପତି ମହମୁଦ ଅବ୍ବାସ ଏହି ଯୁଦ୍ଧକୁ ତାଙ୍କ ଲୋକଙ୍କ ବିରୋଧରେ ଏକ ଗୁରୁତର ଅପରାଧ ବୋଲି କହିଛନ୍ତି। ଇସ୍ରାଏଲର ସେନା ମୁଖ୍ୟ ହର୍ଜି ହାଲେଭି କହିଛନ୍ତି ଯେ ହାମାସ ସହିତ ବିବାଦ ଆହୁରି ଅନେକ ମାସ ପର‌୍ୟ୍ୟନ୍ତ ଜାରି ରହିବ। ଇସ୍ରାଏଲ୍ କହିଛି ଯେ କେନ୍ଦ୍ରୀୟ ଗାଜାରେ ଗ୍ରାଉଣ୍ଡ ଅପରେସନ୍ ହେବାର ଖବର ମଧ୍ୟରେ ମଙ୍ଗଳବାର ଦିନ ଏହା … Continue reading ଇସ୍ରାଏଲ-ଗାଜା ଯୁଦ୍ଧ: ୨୪ ଘଣ୍ଟାରେ ହାମାସରେ ୨୪୧ ଜଣ ମୃତ