ଭୁବନେଶ୍ୱର ପ୍ରକୃତରେ ସ୍ମାର୍ଟ ସିଟି କି? : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ପ୍ରକୃତରେ ସ୍ମାର୍ଟ ସିଟି କି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରଶ୍ନ କରିଛନ୍ତି । ରାଜ୍ୟସ୍ତରୀୟ ସ୍ୱାୟତ୍ତଶାସନ ଦିବସ ସମାରୋହରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନ କରିଛନ୍ତି । ଏହାଛଡ଼ା ସମସ୍ତ ଆଧୁନିକୀକରଣ ଲୋକଙ୍କ ପାଖରେ ପହଞ୍ଚିଛି କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଅସରାଏ ବର୍ଷାରେ ଇଷ୍କନ ସମ୍ମୁଖରେ କୃତ୍ରିମ ବନ୍ୟା ହେଉଛି । ମୁକୁଳା ଡ୍ରେନରେ ଜୀବନ ଯାଉଛି । ଏନେଇ କାର୍ଯ୍ୟ … Continue reading ଭୁବନେଶ୍ୱର ପ୍ରକୃତରେ ସ୍ମାର୍ଟ ସିଟି କି? : ମୁଖ୍ୟମନ୍ତ୍ରୀ