23.1 C
Bhubaneswar
Friday, February 23, 2024
Homeଓଡିଶାରିମାଣ୍ଡରେ ଗଲା ଇରାନୀ ପାତ୍ରର ସ୍ବାମୀ ନିଶିକାନ୍ତ ପାତ୍ର

ରିମାଣ୍ଡରେ ଗଲା ଇରାନୀ ପାତ୍ରର ସ୍ବାମୀ ନିଶିକାନ୍ତ ପାତ୍ର

ଭୁବନେଶ୍ୱର: ଖୋଲିବ ଇରାନୀ ଗ୍ୟାଙ୍ଗର ହନିଟ୍ରାପ୍ ଓ ଠକେଇ ଗୁମର । ରିମାଣ୍ଡରେ ଗଲା ଇରାନୀ ପାତ୍ରର ସ୍ବାମୀ ବାପି ଓରଫ ନିଶିକାନ୍ତ ପାତ୍ର । ନିଶିକାନ୍ତକୁ ୨ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ନିଶିକାନ୍ତକୁ ଦୁଇଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଭୁବନେଶ୍ବର ଜେଏମଏଫସି-୧ କୋର୍ଟ । ଘଟଣାରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ୫ ଜଣ ଗିରଫ ହୋଇଛନ୍ତି । ଆଗକୁ ରିମାଣ୍ଡରେ ଆସିବ ଇରାନୀ ପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking