ଇରାନୀ ହନିଟ୍ରାପ ମାମଲା : ପୋଲିସ ହାତରେ ଲାଗିଲା ସ୍ୱାମୀ ନିଶିକାନ୍ତ ଆକାଉଣ୍ଟ ଟ୍ରାଞ୍ଜାକ୍ସନ

ଭୁବନେଶ୍ୱର : ହନିଟ୍ରାପ କୁଇନ୍ ଇରାନୀ ପାତ୍ର ଠକେଇ ମାମଲା । ପୋଲିସ ହାତରେ ଲାଗିଛି ସ୍ୱାମୀ ନିଶିକାନ୍ତର ଆକାଉଣ୍ଟ ଟ୍ରାଞ୍ଜାକ୍ସନ । ୩ଜଣଙ୍କ ଠାରୁ ଟଙ୍କା ଆକାଉଣ୍ଟକୁ ଆସିଥିବା ପୋଲିସ ଜାଣିବାକୁ ପାଇଛି । ଗୋଟିଏ ଆକାଉଣ୍ଟରୁ ୩ଲକ୍ଷରୁ ଅଧିକ ଟଙ୍କାର ଟ୍ରାଜାକ୍ସନ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଡାକ୍ତର, ବ୍ୟବସାୟୀ ଓ ଜଣେ ଛାତ୍ରଙ୍କ ନିଶିକାନ୍ତ ଆକାଉଣ୍ଟକୁ ଟଙ୍କା ଆସିଛି । ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ପୋଲିସ ଇରାନୀକୁ ରିମାଣ୍ଡରେ … Continue reading ଇରାନୀ ହନିଟ୍ରାପ ମାମଲା : ପୋଲିସ ହାତରେ ଲାଗିଲା ସ୍ୱାମୀ ନିଶିକାନ୍ତ ଆକାଉଣ୍ଟ ଟ୍ରାଞ୍ଜାକ୍ସନ