ଏୟାରଷ୍ଟ୍ରାଇକ୍ ପରେ ବଢିଲା ଇରାନ୍‌-ପାକିସ୍ତାନ ତିକ୍ତତା

ଇସାଲାମାବାଦ: ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଉପରେ ଇରାନ୍ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯିବା ଘଟଣାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଏୟାରଷ୍ଟ୍ରାଇକ୍‌ର ଜରୁରି ପ୍ରଭାବ ସ୍ୱରୂପ ପାକିସ୍ତାନ, ଇରାନ୍‌ରେ ଅବସ୍ଥାପିତ ଥିବା ନିଜ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହୃତ କରିନେଇଛି । ସେହିପରି ପାକିସ୍ତାନରେ ଅବସ୍ଥାପିତ ଇରାନ୍ ରାଷ୍ଟ୍ରଦୂତଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ତେବେ ଏପ୍ରକାର ଘଟଣା ପରେ ଉଭୟ ଇରାନ୍ … Continue reading ଏୟାରଷ୍ଟ୍ରାଇକ୍ ପରେ ବଢିଲା ଇରାନ୍‌-ପାକିସ୍ତାନ ତିକ୍ତତା