40.1 C
Bhubaneswar
Wednesday, April 24, 2024
Homeଅପରାଧଆଇପିଏସ ହିଂମାଶୁ କୁମାର ଲାଲଙ୍କୁ ନୂଆ ଦାୟିତ୍ୱ

ଆଇପିଏସ ହିଂମାଶୁ କୁମାର ଲାଲଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ଆଇପିଏସ ଅଫିସର ଶ୍ରୀ ହିମାଂଶୁ କୁମାର ଲାଲଙ୍କୁ ନୂତନ ଦାୟିତ୍ୱ । ଉତ୍ତରାଞ୍ଚଳ ସମ୍ବଲପୁର ବର୍ତମାନର ଡିଆଇଜି ଥିବା ୨୦୦୩ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ହିମାଂଶୁ କୁମାର ଲାଲଙ୍କୁ କ୍ୟାବିନେଟ ସେକ୍ରେଟାରିଏଟ କ୍ଲାସ ୧ ଏକ୍ସିକ୍ୟୁଟିଭ ଭାବେ ନିଯୁକ୍ତ କରାଯାଇଛି । ୪ ବର୍ଷ ପାଇଁ ସେ ଏହି ପଦରେ ରହିବେ ବୋଲି ସୂଚନା ମିଳିଛି । । ଅନ୍ୟପଟେ ତାଙ୍କ ସ୍ଥାନରେ ଭୁବନେଶ୍ୱର ଏସଟିଏଫ ଡିଆଇଜି ପୋଲିସ ଶ୍ରୀ ଜୟନାରାୟନ ପଙ୍କଜଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ତୁରନ୍ତ ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଡିଜି । ଗତକାଲି ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।
 

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking