32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଆଇପିଏଲ୍ ୨୦୨୦: ସନରାଇଜର୍ସ ହାଇଦ୍ରାବାଦ ଠାରୁ ୭ ରନରେ ପରାଜିତ ହେଲା ଚେନ୍ନାଇ...

ଆଇପିଏଲ୍ ୨୦୨୦: ସନରାଇଜର୍ସ ହାଇଦ୍ରାବାଦ ଠାରୁ ୭ ରନରେ ପରାଜିତ ହେଲା ଚେନ୍ନାଇ ସୁପର କିଙ୍ଗସ୍


ଦୁବାଇ : ଆଇପିଏଲରେ ଶୁକ୍ରବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ହାଇଦ୍ରାବାଦ୍ ବିଜୟଲାଭ କରିଛି । ଚେନ୍ନାଇ ୭ ରନରେ ହାଇଦ୍ରାବାଦଠୁ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୫ ଓ୍ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ଏହାସହ ୧୬୫ ରନର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ୧୫୭ ରନରେ ଅଟକି ଯାଇଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ରବିନ୍ଦ୍ର ଜାଡେଜାଙ୍କ ବ୍ୟତୀତ କୌଣସି ବ୍ୟାଟସମ୍ୟାନ୍ ଦଳକୁ ବିଜୟ ଦେଲା ଭଳି ଇନିଂସ ଖେଳିନଥିଲେ ।୫୦ ରନ୍ କରିଥିଲେ । ଫାପ୍ ଡୁପ୍ଲେସିସ୍ ୨୨, ମହେନ୍ଦ୍ର ସିଂ ଧୋନୀ ୪୭ ରନ୍ କରିଥିଲେ ।

ସନ୍‌ରାଇଜର୍ସ ହାଇଦ୍ରାବାଦ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ପ୍ରଥମ ଓଭରରେ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ମାତ୍ର ୧ ରନ ହୋଇଥିବା ବେଳେ ଜନି ବେୟାରଷ୍ଟୋ ଆଉଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking