26.1 C
Bhubaneswar
Friday, March 29, 2024
Homeଖେଳସେପ୍ଟେମ୍ବର ରୁ ଆରମ୍ଭ ହେବ ଆଇ ପି ଏଲ୍

ସେପ୍ଟେମ୍ବର ରୁ ଆରମ୍ଭ ହେବ ଆଇ ପି ଏଲ୍

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୯ରୁ ସଂଯୁକ୍ତ ଆରବ ଏମିରେଟସରେ ଆଇପିଏଲ କ୍ରିକେଟ ଖେଳାଯିବ । ସେହିପରି ନଭେମ୍ବର ୮ରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚନା ମିଳିଛି । ଟୁର୍ଣ୍ଣାମେଣ୍ଟକୁ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଦୁବାଇ, ଆବୁଧାବି ଓ ଶାରଜାହରେ ଆଇପିଏଲ ମ୍ୟାଚ ଖେଳାଯିବା ନେଇ ଆଇପିଏଲ ଅଧ୍ୟକ୍ଷ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମାର୍ଚ୍ଚ ୨୯ରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ଥିଲା । କରୋନା ପାଇଁ ଏପ୍ରଲ ୧୬ରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଥିଲା ବିସିସିଆଇ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking