୧୨ ରନ୍ ରେ ଜିତିଲା କିଙ୍ଗସ ଇଲେଭେନ ପଞ୍ଜାବ

ନୂଆଦିଲ୍ଲୀ: ୧୨ ରନ୍ ରେ ସନରାଇଜର୍ସ ହାଇଦ୍ରାବାଦ୍‌ କୁ ହରାଇଛି କିଙ୍ଗସ୍ ଏଲେଭେନ୍ ପଞ୍ଜାବ । କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୨୭ ରନ୍‌ର ବିଜୟ ଲକ୍ଷ ରଖିଥିଲା । ଲୋକେଶ ରାହୁଲଙ୍କ ଅଧିନାୟକତ୍ୱରେ ଖେଳୁଥିବା ପଂଜାବ ଟିମ୍‌ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୨୬ ରନ୍‌ କରିଥିଲା। ହେଲେ ୧୨୭ ରନ୍ ର ପିଛା କରୁଥିବା ସନରାଇଜର୍ସ ହାଇଦ୍ରାବାଦ୍‌ ଶେଷରେ ହାରି ଥିଲା ।

LEAVE A REPLY

Please enter your comment!
Please enter your name here