29.1 C
Bhubaneswar
Friday, April 26, 2024
Homeଖେଳଷ୍ଟାଡିୟମରେ ପ୍ରବେଶ ପାଇଁ ପୂରଣ କରିବାକୁ ହେବ ଗୋଟିଏ ସର୍ତ୍ତ

ଷ୍ଟାଡିୟମରେ ପ୍ରବେଶ ପାଇଁ ପୂରଣ କରିବାକୁ ହେବ ଗୋଟିଏ ସର୍ତ୍ତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ର ବାକି ଥିବା ମ୍ୟାଚ ଏବେ ସେପ୍ଟେମ୍ବରରେ ୟୁଏଇରେ ଖେଳାଯିବ । ବିସିସିଆଇ ର ବିଶେଷ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି ।  ଏବେ ଆଇପିଏଲ ସହ ଜଡିତ ଆଉ ଏକ ବଡ ଖୁସି ଖବର ସାମ୍ନା ଆସିଛି ।  ରିପୋର୍ଟ ଅନୁସାରେ, ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ ଖାଲି ଷ୍ଟାଡିୟମରେ ହେବ ନାହିଁ ।  ୟୁଏଇ ଷ୍ଟାଡିୟମରେ ୫୦ ପ୍ରିତଶତ ଫ୍ୟାନ୍ସଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।  ବାସ୍ ସେଥିପାଇଁ ଗୋଟିଏ ମାତ୍ର ସର୍ତ୍ତ ପୁରା କରିବାକୁ ହେବ ।
ୟୁଏଇ କ୍ରିକେଟ ବୋର୍ଡ ଅଧିକାରୀ କହିଛନ୍ତି, ୟୁଏଇରେ ଆଇପିଏଲ ମ୍ୟାଚ ଫ୍ୟାନ୍ସଙ୍କ ମଧ୍ୟରେ ଆୟୋଜିତ ହୋଇପାରେ । ଅର୍ଥାତ ଷ୍ଟାଡିୟମରେ ୫୦ ପ୍ରତିଶତ ଲୋକ ଯିବା ପାଇଁ ଅନୁମତି ମିଳିପାରେ ।  ବିସିସିଆଇକୁ ବି ଏଥିରେ କୌଣସି ଆପତ୍ତି ନାହିଁ ।  ୟୁଏଇ ନିୟମ ଅନୁସାରେ, ଯେଉଁ ଫ୍ୟାନ୍ସ କରୋନା ଭାଇରସ ଟିକା ନେଇସାରିଥିବେ ସେମାନେ ହିଁ କେବଳ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking