ଦିଲ୍ଲୀକୁ ଚତୁର୍ଥ ଝଟକା

ନୂଆଦିଲ୍ଲୀ : ଆଇପିଏଲ ଟ୍ରଫି ହାତେଇବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡା ଟକ୍କର ଆଜି ଦେଖିବାକୁ ମିଳିବ। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ 5ଥର ଆଇପିଏଲ ଫାଇନାଲ ଖେଳି 4 ଥର ଚାମ୍ପିଅନ ହୋଇଛି। ଦିଲ୍ଲୀ ୧୪ଟି ମ୍ୟାଚ ଖେଳି ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଫାଇନାଲରେ ପହଞ୍ଚିଛି । ଏହି ଦଳ କ୍ୱାଲିଫାୟର ମ୍ୟାଚରେ ଦିଲ୍ଲୀକୁ ହରାଇଥିଲା । ଅନ୍ୟପକ୍ଷରେ ଦିଲ୍ଲୀ ଦଳ ଲିଗ ପର୍ଯ୍ୟାୟରେ ୧୪ଟି ମ୍ୟାଚ ଖେଳି ୮ ବିଜୟ ଓ ୬ ପରାଜୟ ସହ ୧୬ ପଏଣ୍ଟ ପାଇଥିଲା ।

LEAVE A REPLY

Please enter your comment!
Please enter your name here