ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା। ମଧ୍ୟରାତ୍ର ୧୨ଟା ଯାଏଁ ବଳବତ୍ତର ରହିବ ଇଣ୍ଟରନେଟ୍ କଟକଣା। ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି ପାଇଛି। ମାଲକାନଗିରିରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଦୁଇ ଗୋଷ୍ଠୀ ସହ ଆଲୋଚନା କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, କଲେକ୍ଟର ସୋମେଶ କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ କ୍ଷୟକ୍ଷତିର ପରିମାଣ ଆକଳନ କରିଛି। ଅଧିକାରୀମାନେ କ୍ଷତିଗ୍ରସ୍ତ ଘର, ଆସବାବପତ୍ର … Continue reading ଆଉ ୧୨ ଘଣ୍ଟା ଇଣ୍ଟରନେଟ୍ କଟକଣା
Copy and paste this URL into your WordPress site to embed
Copy and paste this code into your site to embed