ଅନ୍ତର୍ଜାତୀୟ ଯୋଗ ଦିବସ : କଣ ରହିଛି ଏହାର ଲକ୍ଷ୍ୟ ?

ନୂଆଦିଲ୍ଲୀ : ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ କଣ ଆସନ୍ତୁ ଜାଣିବା । ଯୋଗକୁ ସମ୍ମାନ ଦେବା ଏହି ବିଶେଷ ଦିନର ଉଦ୍ଦେଶ୍ୟ । ଶତାବ୍ଦୀ ଧରି ଭାରତରେ ଯୋଗ ଅଭ୍ୟାସ କରାଯାଇଆସୁଛି । ଚାପ ଏବଂ ଚିନ୍ତା କମାଇବା ସହିତ ଏହା ଶରୀରକୁ ମଧ୍ୟ ଆରାମ ଦେଇଥାଏ । ଅନ୍ତର୍ଜାତୀୟ ଯୋଗ ଦିବସର ଉଦ୍ଦେଶ୍ୟ ହେଉଛି ଯୋଗର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା ।ଯୋଗରେ … Continue reading ଅନ୍ତର୍ଜାତୀୟ ଯୋଗ ଦିବସ : କଣ ରହିଛି ଏହାର ଲକ୍ଷ୍ୟ ?