ବଜାରରେ ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ କି ବାତ୍‌ର ୧୨୭ତମ କାର୍ଯ୍ୟକ୍ରମ ଆରମ୍ଭରେ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଛଟର ମହାନ ପର୍ବ ସଂସ୍କୃତି, ପ୍ରକୃତି ଏବଂ ସମାଜ ମଧ୍ୟରେ ଗଭୀର ଏକତାର ପ୍ରତିଫଳନ। ଏହା ସହ ସ୍ୱଦେଶୀ ଉତ୍ପାଦ କିଣିବାକୁ ଜନସାଧାରଣଙ୍କୁ ମୋହି ଆହ୍ୱାନ ଦେଇଛନ୍ତି। ଜିଏସଟି ସଞ୍ଚୟ ମହୋତ୍ସବ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ବର୍ଷ ସ୍ୱଦେଶୀ ସାମଗ୍ରୀ କ୍ରୟକୁ ନେଇ ଦେଶବାସୀଙ୍କ … Continue reading ବଜାରରେ ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି: ମୋଦି