27.8 C
Bhubaneswar
Thursday, April 18, 2024
Homeଅପରାଧପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ

ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ

ଖୋର୍ଦ୍ଧା, : ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ । ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଗ୍ରାମରେ ଗତ ୨୫ତାରିଖ ଦିନ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଲୁଟପାଟ ଓ ବୋମାମାଡ଼ ଘଟଣାରେ ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ଼ ସଫଳତା । ଖୋର୍ଦ୍ଧା ସମେତ କଟକ ଅଞ୍ଚଳରେ ଏହି ଡକାୟତ ଗ୍ୟାଙ୍ଗ ପୋଲିସର ମୁଣ୍ଡ ବିନ୍ଧା ସାଜିଥିଲା । ଏହି ଘଟଣାରେ ପୋଲିସ ତିନୋଟି ଟିମ ଗଠନ କରି ୧୨ଜଣ ଅପରାଧୀଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନଗଦ ୩୫ହଜାର ୫୦୦ଟଙ୍କା, ବନ୍ଧୁକ,ଛୁରୀ,ଶାବଳ ,ତରଳା ସୁନା ଏବଂ ଏକ ମଟର ସାଇକେଲକୁ ଜବତ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।
https://onakhabar.com/2020/06/12/120-more-corona-patient-recovered-today/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking