ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କ ଅପମାନ !
ପୁରୀ: ସିଂହଦ୍ୱାର ପାଖ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । କିଏ ଓ କାହିଁକି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକ୍ୁ କପଡାରେ ଆବଦ୍ଧ କରିଥିଲା? ପ୍ରତିମୂର୍ତ୍ତିରେ ମାମଲ୍ୟାର୍ପଣ ପାଇଁ ଉଦ୍ଦିଷ୍ଟ କଂକ୍ରିଟ ପାହାଚ ଭଙ୍ଗା ଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ମହାପୁରୁଷଙ୍କ ଅପମାନ କରାଯାଉଛି ବୋଲି ଖବର ସାମ୍ନାକୁ ଆସିଛି । ମୃତ୍ୟୁ ମୁହଁରୁ ବଞ୍ଚାଇଲା ଗୁଗଲ୍ ସର୍ଚ୍ଚ, ଜାଣନ୍ତୁ କେମିତି?
Copy and paste this URL into your WordPress site to embed
Copy and paste this code into your site to embed