ଟେଷ୍ଟ ସିରିଜ୍‌ରୁ ଆହତ ମୁଶଫିକୁର୍ ରହିମ୍ ବାଦ୍‌

ଢାକା: ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି)ର ତୃତୀୟ ସଂସ୍କରଣ ଦୃଷ୍ଟିରୁ ଏହି ସିରିଜ୍ ଦୁଇ ଟିମ୍ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ତେବେ ସିରିଜ୍ ଆରମ୍ଭ ପୂର୍ବରୁ ବାଂଲାଦେଶକୁ ଏକ ବଡ଼ ଧକ୍କା ଲାଗିଛି । ଟିମ୍‌ର ଅଭିଜ୍ଞ ଖେଳାଳି ମୁଶଫିକୁର୍ ରହିମ୍ ଆହତ କାରଣରୁ ବାଦ୍ ପଡ଼ିଛନ୍ତି । ତାଙ୍କ ଡାହାଣ ହାତ ଆଙ୍ଗୁଠି ଫ୍ରାକ୍‌ଚର୍ … Continue reading ଟେଷ୍ଟ ସିରିଜ୍‌ରୁ ଆହତ ମୁଶଫିକୁର୍ ରହିମ୍ ବାଦ୍‌