28.1 C
Bhubaneswar
Saturday, April 20, 2024
Homeଓଡିଶାନୂଆ ୭ କରୋନା ଆକ୍ରାନ୍ତଙ୍କ ତଥ୍ୟ

ନୂଆ ୭ କରୋନା ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ୭କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୩ ଓ ରାଉରକେଲା ନାଲା ରୋଡ୍‌ର ୪ ଜଣ ରହିଛନ୍ତି। ଭଦ୍ରକର ସମସ୍ତ ୩ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ ୪୫, ୨୮ ଓ ୨୯ ବର୍ଷ। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଏଥିରେ ସୂଚନା ଦିଆଯାଇଛି।
ଅପରପକ୍ଷରେ ରାଉରକେଲା ନାଲା ରୋଡ୍‌ର ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି। ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୫୫ ଓ ୩୫ ବର୍ଷ। ଦୁଇ ଆକ୍ରାନ୍ତ ପୁରୁଷଙ୍କ ବୟସ ଯଥାକ୍ରମେ ୩୮ ଓ ୨୭ ବର୍ଷ। ବର୍ତ୍ତମାନ ସୁଦ୍ଧା ୨୬ହଜାର ୬୮୭ ନମୂନା ପରୀକ୍ଷା କରାଯାଇଛି । ଏଥିରୁ ୧୧୮ଜଣଙ୍କର ପଜେଟିଭ୍ ବାହାରିଛି । ଏଥିମଧ୍ୟରୁ ୩୭ଜଣ ସୁସ୍ଥ ହୋଇ ଫେରିଥିôବେଳେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୮୦ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।
https://onakhabar.com/2020/04/28/new-7-corona-ve-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking