40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଭାରତକୁ ମିଳିବ ୧୦ କୋଟି ଅଷ୍ଟ୍ରାଜେନିକା ଟିକା

ଭାରତକୁ ମିଳିବ ୧୦ କୋଟି ଅଷ୍ଟ୍ରାଜେନିକା ଟିକା

ନୂଆଦିଲ୍ଲୀ: କରୋନା ମୁକାବିଲା ପ୍ରସ୍ତୁତିରେ ଭାରତକୁ ଏକ ବଡ ସଫଳତା ମିଳିଛି । ଖବର ଅନୁସାରେ, ଭାରତକୁ ୧୦ କୋଟି ଅଷ୍ଟ୍ରାଜେନିକା ଟିକା ମିଳିପାରେ ବୋଲି ସୂଚନା ମିଳିଛି । ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣରେ ସଫଳ ହେଲେ ଭାରତକୁ ମିଳିବ ପ୍ରାକମ୍ଭିକ ଡୋଜ । ଟିକା ମିଳିବା ନେଇ ସେରମ୍ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦର ପୁଲାଓାଲା ସୂଚନା ପ୍ରଦାନ କରିଛନ୍ତି । ଡିସେମ୍ବର ସୁଦ୍ଧା ୧୦ କୋଟି ଡୋଜ୍ ପ୍ରସ୍ତୁତ ହୋଇ ଟିକାଦାନ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ସେହିଭଳି ଶେଷ ପର୍ଯ୍ୟାୟରେ ସଫଳ ହେଲେ ଅନଷ୍ଟିଚ୍ୟୁଟ ପକ୍ଷରୁ ୧୦ କୋଟି ଡୋଜ ପ୍ରସ୍ତୁତ ହେବ । ତେବେ ଟିକାର ପ୍ରାରମ୍ଭିକ ଡୋଜ୍ ଭାରତକୁ ଯିବ ବୋଲି କହିଛନ୍ତି ଅଦର ପୁନାଓାଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking