40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପ୍ରଥମ 'ମେଡ୍ ଇନ୍ ଇଣ୍ଡିଆ' ଏୟାରକ୍ରାଫ୍ଟ କାରିଅର ଆସନ୍ତା ବର୍ଷ ନୌସେନାରେ ହେବ ସାମିଲ

ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଏୟାରକ୍ରାଫ୍ଟ କାରିଅର ଆସନ୍ତା ବର୍ଷ ନୌସେନାରେ ହେବ ସାମିଲ

କୋଚି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର କହିଛନ୍ତି ଯେ, ଭାରତର ପ୍ରଥମ ସ୍ୱଦେଶୀ ବିମାନବାହକ ପୋତ ଆଇଏନଏସ ଭିକ୍ରାନ୍ତ କୁ ଆଗାମୀ ବର୍ଷରେ ନୌସେନାରେ ସାମିଲ କରାଯିବ । ଆଇଏସି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ବୟାନରେ ରାଜନାଥ ଏହାକୁ ଭାରତର ଗୌରବ ଓ ଆତ୍ମନିର୍ଭର ଭାରତର ଏକ ଉଦାହରଣ ବୋଲି କହିଥିଲେ । ଆଇଏନଏସ ଭିକ୍ରାନ୍ତ, ଯାହାକୁ ସ୍ୱଦେଶୀ ବିମାନବାହକ ପୋତ ୧ ତଥା ଆଇଏସି ରୂପରେ ବି ଜଣାଯାଏ, ଆସନ୍ତା ବର୍ଷ ଏହା ନୌସେନାରେ ସାମିଲ ହେବ । ଭାରତ ସ୍ୱାଧୀନତା  ହେବାର ୭୫ତମ ବର୍ଷରେ ଏହା ହେଉଛି ଏକ ବଡ ଉପହାର । ରାଜନାଥ ସିଂ କୋଚ୍ଚି ସିପୟାର୍ଡ ଲିମିଟେଡ ଗସ୍ତ କରିଥିଲେ, ଯେଉଁଟି ଆଇଏସିର ନିର୍ମାଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking