33.1 C
Bhubaneswar
Thursday, April 25, 2024
Homeକରୋନାଭାରତର ଜଳବାୟୁ ଦୂଷିତ : ଟ୍ରମ୍ଫ

ଭାରତର ଜଳବାୟୁ ଦୂଷିତ : ଟ୍ରମ୍ଫ

ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟପତି ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ଆରମ୍ଭ ହୋଇଛି । ଡୋନାଲ୍ଡ ଟ୍ରମ୍ଫ ଓ ବିଡେନଙ୍କ ମଧ୍ୟରେ ଅନ୍ତିମ ପ୍ରେସିଡେନ୍ସିଆଲ ଡିବେଟ୍ ହୋଇଛି । କରୋନା ମୁକାବିଲାରେ ନିଜ ସରକାରଙ୍କର ସଫଳତାକୁ ବଖାଣିଛନ୍ତି ଆମେରିକା ରାଷ୍ଟ୍ରପତି । ଏଥିସହ ଖୁବ୍ ଶ୍ରୀଘ୍ର କରୋନା ଟିକା ଆସୁଛି ବୋଲି ସେ କହିଛନ୍ତି । ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଟ୍ରମ୍ଫ ଆଲୋଚନା ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ , ଋଷିଆ, ଚୀନ ସହ ଭାରତର ଜଳବାୟୁ ଦୂଷିତ ରହିଛି । ଏହି ବିତର୍କରେ ଟ୍ରମ୍ଫଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ତୀବ୍ର ସମାଲୋଚନା କରିଛନ୍ତି । କରୋନା ପାଇଁ ଆମେରିକାରେ ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । ତେଣୁ ନିର୍ବାଚନ ପାଇଁ ଟ୍ରମ୍ଫଙ୍କୁ ଅଯୋଗ୍ୟ ଘୋଷଣା କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking