ବୈବାହିକ ସମ୍ପର୍କ ଅତୁଟ ରଖିବାରେ ଶୀର୍ଷରେ ଭାରତୀୟ,ଏହି ସବୁ ଦେଶରେ ହୋଇଥାଏ ଅଧିକ ଛାଡପତ୍ର

ନୂଆଦିଲ୍ଲୀ : ଆମ ଦେଶରେ ସବୁବେଳେ ପରିବାର ଓ ସମ୍ପର୍କକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏପରିକି ଏହି ପ୍ରସଙ୍ଗରେ ଭାରତ ସାରା ଦୁନିଆରେ ସବୁଠାରୁ ଆଗରେ ରହିଛି । ଭାରତୀୟମାନେ ସମ୍ପର୍କକୁ ବଞ୍ଚାଇ ରଖିବାକୁ ସବୁବେଳେ ଚାହାନ୍ତି । କାରଣ ଭାରତରେ ଛାଡପତ୍ର ମାମଲା ମାତ୍ର ୧ ପ୍ରତିଶତ ରହିଛି । ତେବେ ଏଭଳି ବହୁଦେଶର ରହିଛି, ଯେଉଁଠି ୯୪ ପ୍ରତିଶତ ପର୍ଯ୍ୟନ୍ତ ସମ୍ପର୍କ ଭାଙ୍ଗି ସାରିଛି । ‘ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍‌’ ଡାଟା ଅନୁସାରେ, ଏସୀୟ … Continue reading ବୈବାହିକ ସମ୍ପର୍କ ଅତୁଟ ରଖିବାରେ ଶୀର୍ଷରେ ଭାରତୀୟ,ଏହି ସବୁ ଦେଶରେ ହୋଇଥାଏ ଅଧିକ ଛାଡପତ୍ର