29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଆସନ୍ତାକାଲି ଜନତା କର୍ଫ୍ୟୁ : ଗଡ଼ିବନି ପାସେଞ୍ଜର ଟ୍ରେନ୍‌

ଆସନ୍ତାକାଲି ଜନତା କର୍ଫ୍ୟୁ : ଗଡ଼ିବନି ପାସେଞ୍ଜର ଟ୍ରେନ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଏହି ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଜନତା କର୍ଫ୍ୟୁ ପାଇଁ ଆସନ୍ତାକାଲି ବନ୍ଦ ରହିବ ୩ ହଜାର ୭ ଶହ ଟ୍ରେନ୍ । ୨୪ ଶହ ପାସେଞ୍ଜର ଓ ୧୩ ଶହ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବ ନାହିଁ । ରେଲେଓ୍ଵ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଯେଉଁ ଟ୍ରେନ୍ ଭୋର ୪ଟା ପୂର୍ବରୁ ଛାଡିଥିବେ ଓ ରାତି ୧୦ଟା ପରେ ଛାଡିବାକୁ ଥିବ ସେମାନେ ଲକ୍ଷ୍ୟସ୍ଥଳକୁ ଯାଇପାରିବେ ।
https://onakhabar.com/2020/03/20/corona-infected-indian-dies-in-iran/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking