32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭାରତ ନିର୍ମିତ କଫ୍ ସିରପ ପିଇ ୬୬ ଶିଶୁଙ୍କ ମୃତ୍ୟୁ

ଭାରତ ନିର୍ମିତ କଫ୍ ସିରପ ପିଇ ୬୬ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଥଣ୍ତା, ଜ୍ୱର ଓ କଫ ପାଇଁ ହରିୟାଣାରେ ମେଡେନ ଫାର୍ମାସ୍ୟୁଟିକାଲ ତରଫରୁ ପ୍ରସ୍ତୁତ ୪ଟି କଫ୍ ସିରପ ବ୍ୟବହାର ନ କରିବାକୁ ସତର୍କ କରାଇଲା ହୁ’। ଏହି ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଭାରତ ସମେତ ସବୁ ଦେଶକୁ ସତର୍କତା ଜାରି କରିଛି ହୁ’ । ଲ୍ୟାବରାଟୋରୀରେ ଏହି ସିରପ ପରୀକ୍ଷା ପରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଆଲକୋହଲ ମାତ୍ରା ଥିବା ସ୍ପଷ୍ଟ ହୋଇଛି । ଏହା କିଡନୀକୁ ପ୍ରଭାବିତ କରୁଛି ଓ ବ୍ୟବହାର ନ କରିବାକୁ ଆଡଭାଇଜରି ଜାରି କରିଛି ହୁ’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତୀୟ ଓଷଧ ନିର୍ମାତା ଓ ଡ୍ରଗ୍ସ ନିୟାମକ ସହ ମିଶି ମିଳିତ ଭାବେ ତଦନ୍ତ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking