34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରାଜଧାନୀରେ ସ୍ଥାପନ ହେବ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଲ’

ରାଜଧାନୀରେ ସ୍ଥାପନ ହେବ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଲ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବ ଇଣ୍ଡିଆନ ଇନଷ୍ଟିିଚ୍ୟୁଟ ଅଫ ଲ’ । ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଉଦୟ ଉମେଶ ଲଳିତ , ଭୂଷଣ ରାମକୃର୍ଷ୍ଣ ଗୱାଇ ଓ ଭି. ରାମ ସୁବ୍ରମଣ୍ୟମ । ଆଇଆଇଏଲ ପ୍ରତିଷ୍ଠା ଦା୍ୱରା ରାଜ୍ୟର ଆଇନ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ଆସିବ । ନିରନ୍ତର ଆଇନ ଶିକ୍ଷା, ଗବେଷଣା କ୍ଷେତ୍ରରେ ମଡେଲ ଇନଷ୍ଟିଚ୍ୟୁଟ ଭାବରେ ଏହି ଆଇଆଇଏଲ କାର୍ଯ୍ୟ କରିବ ।

ଓଡିଶାରେ ଏହି ଆଇଆଇଏଲ ପ୍ରତିଷ୍ଠା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଓ ବାର କାଉନସିଲ ଅଫ ଇଣ୍ଡିଆ ଟ୍ରଷ୍ଟ ମଧ୍ୟରେ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଏମଓୟୁ ଅନୁସାରେ ଆଇଆଇଏଲ ପାଇଁ ଆବଶ୍ୟକୀୟ ଜମି କିଟ୍ ପକ୍ଷରୁ ଯୋଗାଯିବ । ଏହଛଡା ଆଇଆଇଏଲର ଭିତ୍ତିି ପ୍ରସ୍ତର ନିର୍ମାଣ ପାଇଁ କିଟ ପକ୍ଷରୁ ମୋଟ ୪୦ ଭାଗ ଅର୍ଥ ରାଶି ଯୋଗାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking