ଅକ୍ଟୋବର ୭ରୁ ଆରମ୍ଭ ହେବ ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪

ନୂଆଦିଲ୍ଲୀ: ଟିଭି ଦୁନିଆର ଅତି ଲୋକପ୍ରୀୟ ରିଆଲିଟି ସୋ ‘ଇଣ୍ଡିଆନ୍‌ ଆଇଡଲ୍‌’ । ଏହାର ଅନେକ ସିଜିନ୍‌ ଯାଇସାରିଛି । ଏବେ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪’ ଅକ୍ଟୋବର ୭ରେ ସୋନି ଟିଭିରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା ହୋଇଛି । ତେବେ ଲୋକମାନେ ଏହି ସୋ’କୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏବେ ଦର୍ଶକମାନଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ଅକ୍ଟୋବର ୭ରୁ ସୋନି ଟିଭିରେ ଶନିବାର ଓ … Continue reading ଅକ୍ଟୋବର ୭ରୁ ଆରମ୍ଭ ହେବ ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୪