30.1 C
Bhubaneswar
Thursday, April 25, 2024
Homeଖେଳଭାରତକୁ ମିଳିଲା ଆଉ ୨ ପଦକ, ମନୀଷଙ୍କୁ ସ୍ୱର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ

ଭାରତକୁ ମିଳିଲା ଆଉ ୨ ପଦକ, ମନୀଷଙ୍କୁ ସ୍ୱର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ

ନୂଆଦିଲ୍ଲୀ : ଟୋକିଓ ପାରାଲିମ୍ପିକ୍ସର ସୁଟିଂରେ ଭାରତୀୟ ପାରାସୁଟର୍ସ ପୁଣି କମାଲ କରିଛନ୍ତି । ସୁଟିଂରେ ଭାରତକୁ ମିଳିଛି ଆଉ ୨ଟି ପଦକ । ସୁଟିଂରେ ମନୀଷ ନରୱାଲଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ସିଂହରାଜ ହାତେଇଛନ୍ତି ରୌପ୍ୟ ପଦକ । ପି-୪ ମିକ୍ସଡ ୫୦ ମିଟର ପିସ୍ତଲ ଏସଏଚ-୧ରେ ଉଭୟ ପଦକ ଜିତିଛନ୍ତି । ମନୀଷ ୨୧୮.୨ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସିଂହରାଜ ୨୧୬.୭ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ୩ଟି ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking