37.1 C
Bhubaneswar
Friday, May 20, 2022
Homeଖେଳଟି-୨୦ ବିଶ୍ୱକପ; ଆଉ ଏକ ବଡ଼ ବିଜୟ ଲକ୍ଷ୍ୟରେ ଭାରତ

ଟି-୨୦ ବିଶ୍ୱକପ; ଆଉ ଏକ ବଡ଼ ବିଜୟ ଲକ୍ଷ୍ୟରେ ଭାରତ

ଦୁବାଇ: ଟିମ୍ ଇଣ୍ଡିଆ ଆଜି ଟି-୨୦ ବିଶ୍ୱକପରେ ସ୍କଟଲାଣ୍ଡକୁ ଭେଟିବ । ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବା ପାଇଁ ଭାରତକୁ ସ୍କଟଲାଣ୍ଡ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିବାକୁ ପଡିବ । ଏହା ବ୍ୟତୀତ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ କିଛି ବଡ଼ ରେକର୍ଡ କରିବା ସମ୍ଭାବନା ରହିଛି। ଗତ ମ୍ୟାଚରେ ଆଫଗାନିସ୍ତାନକୁ ୬୬ ରନରେ ହରାଇ ଭାରତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଥିଲା । ଉକ୍ତ ମ୍ୟାଚରେ ୭୪ ର ଇନିଂସ ଖେଳିବା ପରେ ରୋହିତ ଶର୍ମା ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। ଯଦି ରୋହିତ ସ୍କଟଲ୍ୟାଣ୍ଡ ବିପକ୍ଷରେ ୪୮ ରୁ ଅଧିକ ରନ୍ କରନ୍ତି, ତେବେ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ୩୦୦୦ ରନ୍ ପୂରଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking