29.1 C
Bhubaneswar
Thursday, April 25, 2024
Homeଖେଳ୧୯ ବର୍ଷରୁ କମ୍ ବିଶ୍ୱକପ : ଭାରତ-ବାଂଲାଦେଶ ଫାଇନାଲ ମ୍ୟାଚ୍ ଆଜି

୧୯ ବର୍ଷରୁ କମ୍ ବିଶ୍ୱକପ : ଭାରତ-ବାଂଲାଦେଶ ଫାଇନାଲ ମ୍ୟାଚ୍ ଆଜି

ଜୋହାନେସବର୍ଗ : ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ରବିବାର ଭାରତ ଓ ବାଂଲାଦେଶ ଦଳ ମଧ୍ୟରେ ମୁକାବିଲା ହେବ। ଭାରତୀୟ ଦଳ ପୂର୍ବରୁ ୪ଥର ଏହି ବିଶ୍ୱକପ ଚମ୍ପିଆନ୍ ହୋଇଥିବା ବେଳେ ରବିବାର ୫ମ ଥର ପାଇଁ ଟାଇଟଲ୍ ହାସଲ କରିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ଦଳ କିପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ।
https://onakhabar.com/2020/02/08/india-vs-newzealand/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking