37.1 C
Bhubaneswar
Thursday, March 28, 2024
Homeକରୋନା୨୦୨୧ରେ ଭାରତ ଇଂଲଣ୍ଡ ମ୍ୟାଚ୍

୨୦୨୧ରେ ଭାରତ ଇଂଲଣ୍ଡ ମ୍ୟାଚ୍

କୋଲକାତା: ବିସିସିଆଇ ସଭାପତି ଭାବେ ସୌରଭ ଗାଙ୍ଗୁଲି ବିଭିନ୍ନ ରାଜ୍ୟ ସଂଘଗୁଡିକୁ ଏକ ପତ୍ର ଲେଖି ଆଶ୍ବାସନା ଦେଇଛନ୍ତି। ପରିସ୍ଥିତି ସୁଧୁରିଲେ ହିଁ ଖେଳସୂଚୀ ପ୍ରସ୍ତୁତ ହେବ।
କ୍ରିକେଟ୍ ପୁନଃ ଆରମ୍ଭ ସମ୍ପର୍କରେ ସମସ୍ତ ରାଜ୍ୟକୁ ଠିକଣା ସମୟରେ ଜଣାଇ ଦିଆଯିବ ବୋଲି ଗାଙ୍ଗୁଲି ଏକ ପତ୍ରରେ ଉଲ୍ଲେଖ କରିଛନ୍ତି। ଆଇପିଏଲ୍‌ ପରେ ଭାରତ ମଧ୍ୟ ଏଫଟିପିକୁ ସମ୍ମାନ ଜଣାଇ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ ଏବଂ ୨୦୨୧ ପ୍ରାରମ୍ଭରେ ଇଂଲଣ୍ଡ ସହ ଘରୋଇ ଶୃଙ୍ଖଳା ଖେଳିବ। ୨୦୨୧ ଏପ୍ରିଲ୍‌ରେ ଆଇପିଏଲ୍‌-୧୪ ଖେଳାଯିବ। ଭାରତ ୨୦୨୧ ନଭେମ୍ବର ମାସରେ ଟି-୨୦ ବିଶ୍ବକପ୍‌ ଏବଂ ୨୦୨୩ରେ ୫୦ ଓଭରିଆ ବିଶ୍ବକପ୍‌ ଆୟୋଜନ ମଧ୍ୟ କରୁଛି ବୋଲି ଗାଙ୍ଗୁଲି ଦୋହରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking