ବିଭିନ୍ନ ସ୍ଥାନରେ ଦେଖାଦେଇଛି  ଭାରତ ବନ୍ଦ ପ୍ରଭାବ  

ଭୁବନେଶ୍ୱର: ଆଜି କୃଷକ ସଂଙ୍ଗଠନ ଓ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ କରାଯାଇଛି ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ ସହ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଉଲକେଲା ଓ ଅନୁଗୁଳର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାଉଲକେଲାରେ ବସ୍ ଚଳାଚଳ ବନ୍ଦ ରହିବା ସହ ଖଣି ଖାଦାନ ବନ୍ଦ ରହିଛି । ସେହିପରି ଅନୁଗୁଳରେ ବୁଲୁରୁସିଂଙ୍ଗା ,ବଅଁରପାଳ , ବନ୍ତଳା ,ଖଲାରୀରେ ବନ୍ଦ ପାଳନ କରାଯାଇଛି ।