ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ନୂଆ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ : ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ କ୍ରମାଗତ ଭାବରେ ନୂତନ ରେକର୍ଡ କରୁଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଡିଜିଟାଲ ପେମେଣ୍ଟରେ ଭାରତର ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ଯେ ଦେଶରେ ଏକ ମାସ ମଧ୍ୟରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ୧୨୦ କୋଟି ଟଙ୍କା ମୂଲ୍ୟର କାରବାର କରାଯାଉଛି। ଭାରତକୁ ଆମେରିକା ସହ ତୁଳନା କରି ସେ କହିଛନ୍ତି ଯେ ଆମେ ସେମାନଙ୍କଠାରୁ ଆଗରେ ଅଛୁ। ଆମେରିକାରେ ଗୋଟିଏ ବର୍ଷରେ କେବଳ … Continue reading ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ନୂଆ ରେକର୍ଡ କଲା ଭାରତ