ବକ୍ସିଂରେ ଲଭଲିନା ଜିତିଲେ ରୌପ୍ୟ, ପରବିନଙ୍କ ବ୍ରୋଞ୍ଜ

ନୂଆଦିଲ୍ଲୀ: ମହିଳା ବକ୍ସିଂରୁ ଆଜି ଭାରତକୁ ଦୁଇଟି ପଦକ ମିଳିଛି। ୭୫ କେଜି ବର୍ଗର ଫାଇନାଲରେ ଭାରତର ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ ହାରି ଯାଇଛନ୍ତି। ଫଳରେ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ଫାଇନାଲରେ ଦମଦାର ପ୍ରଦର୍ଶନ କରିଥିଲେ ହେଁ ଚାଇନାର ଅଭିଜ୍ଞ ବକ୍ସର ଲି କ୍ୟୁଆନଙ୍କ ଠାରୁ ୫:୦ରେ ହାରି ଯାଇଛନ୍ତି। ପ୍ରଥମ ରାଉଣ୍ଡକୁ ଲି ୩-୨ରେ ଜିତିଥିଲେ। ଦ୍ୱିତୀୟ ରାଉଣ୍ଡରେ ୫ ବିଚାରପତିଙ୍କ ନିଷ୍ପତ୍ତି ତାଙ୍କ ସପକ୍ଷରେ ଯାଇଥିଲା। ଶେଷ ରାଉଣ୍ଡରେ ଲଭଲିନା … Continue reading ବକ୍ସିଂରେ ଲଭଲିନା ଜିତିଲେ ରୌପ୍ୟ, ପରବିନଙ୍କ ବ୍ରୋଞ୍ଜ