ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ମଧ୍ୟରେ ଭାରତ ଅଷ୍ଟମ ସ୍ଥାନରେ!

ନୂଆଦିଲ୍ଲୀ : ଭାରତରେ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବର୍ତ୍ତମାନ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ମଧ୍ୟରେ ଭାରତ ଅଷ୍ଟମ ସ୍ଥାନରେ ରହିଛି । ଭାରତୀୟ ସହରଗୁଡିକରେ ହାରାହାରି ପର୍ଟିକୁଲେଟ୍ ମ୍ୟାଟର ୨.୫, ୫୩.୩ ମାଇକ୍ରୋଗ୍ରାମ୍ ବୋଲି ଜଣାପଡିଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିରାପଦ ସୀମାଠାରୁ ୧୦ ଗୁଣ ଅଧିକ । ସ୍ୱିଜରଲ୍ୟାଣ୍ଡ ଫାର୍ମ ‘ଆଇକ୍ୟୁ ଏୟାର’ ମଙ୍ଗଳବାର ‘ୱାର୍ଲ୍ଡ ଏୟାର କ୍ୱାଲିଟି … Continue reading ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ମଧ୍ୟରେ ଭାରତ ଅଷ୍ଟମ ସ୍ଥାନରେ!