ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର, ଯେଉଁଠି ମାଂସ ବିକିବା ଓ ଖାଇବା ମନା ….

ନୂଆଦିଲ୍ଲୀ : ଭାରତ ହେଉଛି ବିବିଧତାର ଦେଶ। ଯେଉଁଠି ପ୍ରତ୍ୟେକ ରାଜ୍ୟର ଅଲଗା ଅଲଗା ଭାଷା,ଖାଦ୍ୟ ପାନୀୟ ବି ଅଲଗା ରହିଛି। ଏହାକୁ ନେଇ ଅନେକ ଢଗ ଢମାଳି ମଧ୍ୟ ଅଛି। ଏଠାରେ ଭିନ୍ନ ଜାଗାରେ ଭିନ୍ନ ଚଳଣି ଦେଖାଯାଏ । ପରିକି ବହୁତ ପ୍ରାଚୀନ ମନ୍ଦିର ଏବଂ ଧାର୍ମିକ ସ୍ଥଳ ମଧ୍ୟ ଅଛି। ଆମେ ଆପଣଙ୍କୁ ଦେଶର ଏମିତି ସହର ବିଷୟରେ କହିବାକୁ ଯାଉଛୁ ଯାହା କେବଳ ଭାରତ ନୁହେଁ ବିଶ୍ୱ ର ପ୍ରଥମ ଭେଜ୍ … Continue reading ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର, ଯେଉଁଠି ମାଂସ ବିକିବା ଓ ଖାଇବା ମନା ….