40.1 C
Bhubaneswar
Thursday, April 25, 2024
Homeକରୋନାପଡୋଶୀ ଦେଶକୁ ଟୀକା ରପ୍ତାନୀ କଲା ଭାରତ

ପଡୋଶୀ ଦେଶକୁ ଟୀକା ରପ୍ତାନୀ କଲା ଭାରତ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋରନରା ମହାମାରୀ ପାଇଁ ଟୀକକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ନିଜ ପଡୋଶୀ ରାଷ୍ଟ୍ରକୁ ଟୀକା ପଠାଇଛି ଭାରତ । ଭାରତ ସରକାରଙ୍କ ପକ୍ଷରୁ ଭୁଟାନକୁ ୧ ଲକ୍ଷ ୫୦ ହଜାର କୋଭିସିଲ୍ଡ ଟୀକା ପଠାଯାଇଛି । ଆଜି ଭୋରରୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟରେ ଏହି ଟୀକା ପଠାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଭୁଟାନ ସହ ନେପାଳ ଓ ବାଲାଂଦେଶ, ମିଆଁମାର , ମାଲଡିଭସକୁ ଟୀକା ପଠାଯିବ । ଏହାପରେ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଲଙ୍କା , ଆଫଗାନିସ୍ଥାନ ଓ ମରିସିଅସକୁ କୋଭାସିଲ୍ଡ ଟୀକା ଯୋଗାଇ ଦିଆଯିବ । ଏନେଇ ବୈଦେଶିକ ମନ୍ତ୍ରଳାୟ ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking