30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସିକ୍କିମ ସୀମା ବିବାଦ, ୨୦ ଚୀନ ସୈନିକ ଆହତ

ସିକ୍କିମ ସୀମା ବିବାଦ, ୨୦ ଚୀନ ସୈନିକ ଆହତ

ନୂଆଦିଲ୍ଲୀ: ସିକ୍କିମ ନା କୁଲାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଭାରତୀୟ ସେନା ବିବୃତ୍ତି ଜାରି କରିଛି । ସେନା କହିଛି ଯେ, ଏହି ଦୁଇ ଦେଶ ମଧ୍ୟରେ ହୋଇଥିବା ସାମାନ୍ୟ ସଂଘର୍ଷ । ସ୍ଥାନୀୟ ସ୍ତରର କମାଣ୍ଡର୍ସ ଏହି ବିବାଦ ସମାଧାନ କରିଛନ୍ତି । ଭାରତୀୟ ସେନା କହିଛି ଯେ, ୨୦ ଜାନୁୟାରୀରେ ସେନାର ଯବାନଙ୍କ ମଧ୍ୟରେ ସାମାନ୍ୟ ସଂଘର୍ଷ ହୋଇଥିଲା । ଜାନୁୟାରୀ ୨୦ରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣା ସିକ୍କିମ ନା କୁଲା ଅଂଚଳର । ରିପୋର୍ଟ ମୁତାବକ, କିଛି ଚୀନ ସୈନିକ ଭାରତୀୟ ସୀମରା ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଭାରତୀୟ ସେନା ଡ୍ରାଗନର ଏହି ଚାଲକୁ ବିରୋଧ କରିଥିଲେ । ପ୍ରଥମେ ବୁଝାମଣା ପାଇଁ ଚେଷ୍ଟା ହୋଇଥିବା ବେଳେ ପରେ ଚୀନ ସୈନିକ ହଙ୍ଗାମା କରିଥିଲେ । ଭାରତୀୟ ଯବାନ ଏହାର ଜବାବ ଦେଇଥିଲେ ଏବଂ ବାହାରକୁ ବାହାର କରିଦେଇଥିଲେ । ଏହି ସଂଘର୍ଷରେ ପ୍ରାୟ ୨୦ ଜଣ ଚୀନ ସୈନିକ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking