30.1 C
Bhubaneswar
Wednesday, April 24, 2024
Homeଖେଳଭାରତର ଦମଦାର ବିଜୟ

ଭାରତର ଦମଦାର ବିଜୟ

ବେଙ୍ଗାଲୁରୁ : ରବିବାର ବେଙ୍ଗାଲୁରୁରେ କୋହଲି ବାହିନୀ କଙ୍ଗାରୁ ଦଳକ ଶିକାର କରି ନିଜ ଘରେ ଆଉ ଏକ ଶୃଙ୍ଖଳା ବିଜୟ ହାସଲ କରିନେଇଛି। ତା’ ସହ ଅଷ୍ଟ୍ରେଲିଆଠାରୁ ଗତ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି ଭାରତୀୟ କ୍ରିକେଟ୍ ଦଳ। ରୋହିତ ଶର୍ମାଙ୍କ ଚିତ୍ତାକର୍ଷକ ଶତକ ସହ ଅଧିନାୟକ ବିରାଟ କୋହଲିଙ୍କ ଦାୟିତ୍ବବାନ ୮୯ ରନ୍ ବଳରେ ଭାରତ ୧୫ ବଲ୍ ପୂର୍ବରୁ ନିର୍ଣ୍ଣାୟକ ତୃତୀୟ ଦିନିକିଆକୁ ୭ ୱିକେଟ୍‌ରେ ଜିତି ୨-୧ରେ ଶୃଙ୍ଖଳା ବିଜୟୀ ହୋଇଛି। ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ କୋହଲି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି। ରୋହିତ ଶର୍ମାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି। ସେହିଭଳି ସିରିଜରେ ଭଲ ପ୍ରଦର୍ଶନ ପାଇଁ ଅଧିନାୟକ ବିରାଟ କୋହଲି ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି।
https://onakhabar.com/2020/01/18/indian-win-in-rajkot/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking