31.1 C
Bhubaneswar
Friday, March 29, 2024
Homeଖେଳ୨୧୭ ରନ୍ ରେ ଅଲଆଉଟ୍ ହେଲା ଭାରତୀୟ ଦଳ

୨୧୭ ରନ୍ ରେ ଅଲଆଉଟ୍ ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ : ଲଣ୍ଡନରେ ଚାଲିଥିବା ଭାରତ/ ନିୁ୍ୟଜିଲାଣ୍ଡ ଫାଇନାଲ ୨୦୨୧ ରେ ଆଜି ଭାରତୀୟ ଦଳ ଏହାର ପ୍ରଥମ ଇନିଂସରେ ମାତ୍ର ୨୧୭ ରନ କରି ଅଲଆଉଟ ହୋଇଛି । ନ୍ୟୁଜିଲାଣ୍ଡ ପାଇଁ କାଇଲ ଜେମସନ ୩୧ ରନ୍ ଦେବାସହ ଏବଂ ୫ ୱିକେଟ ନେଇଛନ୍ତି ।ଫାଇନାଲରେ ଭାରତର ପ୍ରଥମ ଇନିଂସ ୨୧୭ରନ ସହ ଶେଷ ହୋଇଛି । ଅଜିଙ୍କ୍ୟ ରାହାଣେ ସର୍ବାଧିକ ୪୯ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ କୋହଲି କେବଳ ୪୪ ଏବଂ ରୋହିତ ୩୪ ସ୍କୋର କରିଛନ୍ତି । ନ୍ୟୁଜିଲାଣ୍ଡ ପାଇଁ କାଇଲ ଜେମସନ ୩୧ ରନ୍ ଦେବାସହ ଏବଂ ୫ ୱିକେଟ ନେଇଛନ୍ତି । ନିଲ୍ ୱାଗନର୍ ଏବଂ ଟ୍ରେଣ୍ଟ ବୋଲ୍ଟ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking