27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଶରଦ ପାୱାରଙ୍କୁ ଆୟକର ନୋଟିସ୍‌

ଶରଦ ପାୱାରଙ୍କୁ ଆୟକର ନୋଟିସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ବିଦାୟ ପରେ ସିନ୍ଧେ ସରକାରଙ୍କ ଶପଥ ଗ୍ରହଣର ୨୪ ଘଣ୍ଟା ନପୂରୁଣୁ ଏନ୍‌ସିପି ମୁଖ୍ୟ ଶରଦ ପାୱାର୍‌ଙ୍କୁ ଆୟକର ନୋଟିସ୍ ମିଳିଛି । ଆୟକର ବିଭାଗ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ପାୱାର୍ ଦାଖଲ କରିଥିବା ନିର୍ବାଚନ ଆଫିଡେଭିଟ୍ ସମ୍ବନ୍ଧରେ ତାଙ୍କୁ ଏହି ନୋଟିସ୍ ପଠାଇଛି । ନୋଟିସ୍‌ରେ ତାଙ୍କୁ ଏହି ନିର୍ବାଚନ ଆଫିଡେଭିଟ୍ ସମ୍ପର୍କରେ ଜବାବ ଦେବାକୁ କୁହାଯାଇଛି । ଏ ସମ୍ପର୍କରେ ପାୱାର୍‌ଙ୍କୁ କରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ, ତାଙ୍କ ପାଖକୁ ଲଭ୍ ଲେଟର୍ ଆସିଛି ।

ଇଡିରେ ହାଜରହେଲେ ସଞ୍ଜୟ ରାଉତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking