36.4 C
Bhubaneswar
Wednesday, May 25, 2022
Homeଓଡିଶାକଟକରେ ଅପମିଶ୍ରିତ ମସଲା କାରଖାନା

କଟକରେ ଅପମିଶ୍ରିତ ମସଲା କାରଖାନା

କଟକ: ଜଗତପୁର ଅଂଚଳରେ ଅପମିଶ୍ରିତ ମସଲା କାରଖାନା ଠାବ ହୋଇଛି । ଅପମିଶ୍ରିତ ଲଙ୍କା ଓ ହଳଦି ଗୁଣ୍ଡ କାରଖାନା ଠାବ ହୋଇଛି । ଖବର ପାଇ ଜଗତପୁର ପୋଲିସ ଚଢାଉ ଜାରି ରଖିବା ସହ ଘଟଣାସ୍ଥଳରୁ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking