30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏହି ୫ଟି ଦେଶକୁ ବିନା ଭିସାରେ ବୁଲିପାରିବେ

ଏହି ୫ଟି ଦେଶକୁ ବିନା ଭିସାରେ ବୁଲିପାରିବେ

ନୂଆଦିଳ୍ଲୀ: ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବେ ନା କେବେ ବିଦେଶରେ ବୁଲିବାର ଇଛା ରହିଥାଏ। କିନ୍ତୁ ଭିସା ନମିଳିବା କାରଣରୁ ତାଙ୍କର ଇଛା ଇଛା ପୂରଣ ହୋଇପାରିନଥାଏ। କିନ୍ତୁ ଆମେ ଆପଣଙ୍କୁ ଏଭଳି କିଛି ଦେଶ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠିକୁ ଯିବା ପାଇଁ ଆପଣଙ୍କୁ ଭିସାର ଆବଶ୍ୟକତା ପଡେ ନାହିଁ। ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏଭଳି କିଛି ଦେଶର ସୂଚନା ଯେଉଁଠି ଆପଣ ବିନା ଭିସାରେ ବୁଲିପାରିବେ। ଏହି ଦେଶ ଗୁଡିକ ହେଲା…

ମାଲଦ୍ବୀପ: ଯେଉଁମାନଙ୍କ ପାଖରେ ଭାରତୀୟ ପାସପୋର୍ଟ ରହିଛି ସେମାନେ ମାଲଦ୍ବୀପରେ ୯୦ ଦିନ ପର୍ଯ୍ୟନ୍ତ ସହଜରେ ରହିପାରିବେ। ଏଠାର ମଝି ସମୁଦ୍ରରେ ପାଣି ଖୁବ୍ ସ୍ବଚ୍ଛ। ଯାହାକି ଆପଣଙ୍କୁ ମନକୁ ଖୁବ୍ ପସନ୍ଦ ଆସିବ।

ମରିଶସ୍: ଏଠାର ଝରଣା ଦେଖିବାକୁ କୌଣସି ସ୍ବର୍ଗ ଠାରୁ କମ୍ ନୁହେଁ। ଯାହା ପାଖରେ ଇଣ୍ଡିଆନ ପାସପୋର୍ଟ ରହିଛି ସେମାନେ ମରିସସରେ ୯୦ ଦିନ ପର୍ଯ୍ୟନ୍ତ ରହିପାରିବେ।

ନେପାଳ: ଏଠକାର ଭାରତୀୟ ନାଗରିକ ନା କେବଳ ରହି ପାରିବେ ବଂର କାମ ମଧ୍ୟ କାରିପାରିବେ। ନେପାଳି ନାଗରିକ ମଧ୍ୟ ଭାରତରେ ରହିପାରିବେ ଓ କାମ କରିପାରିବେ। ପଶୁପତିନାଥ ମନ୍ଦିର ହେଉ କିମ୍ବା ରାଜମହଲ ଲୋକ ନେପାଳ ଦେଖିବା ପାଇଁ ସାରା ବିଶ୍ବରୁ ଏଠାକୁ ଆସିଥାନ୍ତି।

ଇଣ୍ଡୋନେସିଆ: ଯଦି ଆପଣଙ୍କ ପାଖରେ ଭାରତୀୟ ପାସପୋର୍ଟ ରହିଛି ତେବେ ୩୦ ଦିନ ପର୍ଯ୍ୟନ୍ତ ଆପଣ ବିନା ଟେନସନରେ ଇଣ୍ଡୋନେସିଆରେ ବୁଲି ପାରିବେ। ଏଠାର ରାଜଧାନୀ ବାଲିକୁ ବୁଲିବା ଲୋକ ସବୁବେଳେ ଲୋକ ଦେଶ-ବିଦେଶରୁ ଆସିଥାନ୍ତି।

ଭୁଟାନ: ଇଣ୍ଡିଆନ ପାସପୋର୍ଟ ଧାରକ ଭୁଟାନରେ ଆରାମରେ ରହି ପାରନ୍ତି। ଚୀନ ଓ ଭାରତ ମଧ୍ୟରେ ସ୍ଥିତ ଏହି ଦେଶ ପ୍ରାକୃତିକ ସୁନ୍ଦରତାରେ ଭରପୂର। ଏଠାରେ ମୋନେଷ୍ଟ୍ରି ଦେଖିବା ପାଇଁ ସାରା ବିଶ୍ବର ଲୋକ ଏହି ସ୍ଥାନକୁ ଆସିଥାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking