ନୂଆବର୍ଷରେ ପୁଣି ରାଜଧାନୀରେ ରକ୍ତର ଛିଟା; ମହିଳାଙ୍କୁ ହତ୍ୟା ସନ୍ଦେହ

ଭୁବନେଶ୍ୱର: ନୂଆବର୍ଷ ଆରମ୍ଭରୁ ରକ୍ତରେ ରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ଏକ ଅର୍ଦ୍ଧନିର୍ମିତ ଘରୁ ଜଣେ ମହିଳାଙ୍କୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଭୁବନେଶ୍ୱର ଉପକଣ୍ଠା କୋରଡକଣ୍ଟାସ୍ଥିତ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ମୃତ ମହିଳା ଜଣକ ଜଣେ ଶ୍ରମିକ ହୋଇଥିବା ନେଇ ପୋଲିସ ସୂଚନା ପାଇଛି । ଏ ନେଇ ଘଟରାସ୍ଥଳରେ ପହଞ୍ଚି … Continue reading ନୂଆବର୍ଷରେ ପୁଣି ରାଜଧାନୀରେ ରକ୍ତର ଛିଟା; ମହିଳାଙ୍କୁ ହତ୍ୟା ସନ୍ଦେହ