ବିବାଦରେ ରିତେଶ ଦେଶମୁଖ, ୧୧୬ କୋଟି ଟଙ୍କା ଋଣ ମାମଲାରେ ରାଜ୍ୟ ସରକାର ଦେଲେ ଯାଞ୍ଚ ଆଦେଶ

ନୂଆଦିଲ୍ଲୀ  : ଅଭିନେତା ରିତେଶ ଦେଶମୁଖ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ତାଙ୍କ କମ୍ପାନୀକୁ ଋଣ ପ୍ରଦାନରେ ସମବାୟ ବ୍ୟାଙ୍କଗୁଡିକ ଦ୍ୱାରା କୌଣସି ଅନିୟମିତତା ଅଛି କି ନାହିଁ ତାହା ଜାଣିବାକୁ ଏକ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ମହାରାଷ୍ଟ୍ର ମନ୍ତ୍ରୀ ଅତୁଲ ସାଭେ ଏହି ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ଲାତୁର ଜିଲ୍ଲାର କିଛି ବିଜେପି ନେତା ରିତେଶ ଏବଂ ଜେନେଲିଆଙ୍କ ନେତୃତ୍ୱାଧୀନ କମ୍ପାନୀ ‘ଦେଶ ଏଗ୍ରୋ ପିଭି ଲିମିଟେଡ୍’ କୁ ସମବାୟ ବ୍ୟାଙ୍କ ଦ୍ୱାରା ଋଣ … Continue reading ବିବାଦରେ ରିତେଶ ଦେଶମୁଖ, ୧୧୬ କୋଟି ଟଙ୍କା ଋଣ ମାମଲାରେ ରାଜ୍ୟ ସରକାର ଦେଲେ ଯାଞ୍ଚ ଆଦେଶ