23.1 C
Bhubaneswar
Friday, February 23, 2024
Homeଓଡିଶାସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡି ଦଳ ରେ ବିରୋଧୀ କ୍ରମି ମାନେ ସାମିଲ

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡି ଦଳ ରେ ବିରୋଧୀ କ୍ରମି ମାନେ ସାମିଲ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡି ଦଳ ଅଭିବୃଦ୍ଧି ଘଟୁଛି ବିରୋଧୀ ଦଳର କ୍ରମୀ ଛାମୁଆ ନେତା ମନେ ଦଳ ଚାଡ଼ି ବିଜେଡି ପତାକା ଧରି ଶଙ୍ଖ ନାଦ କରିଛନ୍ତି l ବିରୋଧୀ ଦଳ ଗୁଡିକ ନେତା ମାନଂକ ନିଦ ହଜାଇ ଦେଇଛି। ଏବ
ଚିତ୍ରୀରେ ପଞ୍ଚାୟତ ରେ ଶଙ୍ଖନାଦରେ ପ୍ରଙ୍କପିତ ହେଉଛି ଏହା ଦେଖିବାକୁ ମିଳିଛି ଏହି ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଲକରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି।

ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଦୃଢ଼ ନେତୃତ୍ବ ଓ ରୂପାନ୍ତରଣ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଚିତ୍ରୀ ପଞ୍ଚାୟତର କଂଗ୍ରେସ ସମର୍ଥକମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ଦ୍ବାରା ଦାନଗଦୀରେ ବିଜେଡି ଅଧିକ ସଶକ୍ତ ଓ ସୁଦୃଢ ହେବା ସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଶପଥ ନେଇଛନ୍ତି । ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଙ୍କ ଗୋଟି ଚାଳନା ରେ ବିଜେପି ଓ କଂଗ୍ରେସ କ୍ରମି ମନେ ଦଳ ପରିତ୍ୟାଗ କରି ବିଜେଡି ଦଳ ରେ ସାମିଲ ହେବା ଦ୍ବାରା ବିଜେଡି ର ଗଡ ଅଭେଦ ରହୁଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking