କରୱା ଚୌଥ୍ରେ ବାପଘରୁ ସ୍ତ୍ରୀ ନଫେରିବାରୁ ଜୀବନ ହାରିଲେ ସ୍ୱାମୀ
ବରେଲି: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଭୁତା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର । କରୱା ଚୌଥ୍ ଅବସରରେ ବାପଘରୁ ସ୍ତ୍ରୀ ଆସିଲେନି ବୋଲି ରାଗରେ ନିଜ ଜୀବନ ହାରିଦେଲେ ସ୍ୱାମୀ । ଏନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୂଚନା ମୁତାବକ, ଗତ ଗୁରୁବାର ଦିନ ପୋଲିସ୍ କହିଛି ଯେ, ଭୁତା ପୋଲିସ୍ ଷ୍ଟେସନ ଅଞ୍ଚଳର ଗୁଗା ଗାଁର ବାସିନ୍ଦା ପ୍ରମୋଦ କୁମାର (୨୪) ବୁଧବାର ରାତିରେ ନିଜ ଘରର କୋଠରୀରେ ଦଉଡି ଲଗାଇ ଜୀବନ … Continue reading କରୱା ଚୌଥ୍ରେ ବାପଘରୁ ସ୍ତ୍ରୀ ନଫେରିବାରୁ ଜୀବନ ହାରିଲେ ସ୍ୱାମୀ
Copy and paste this URL into your WordPress site to embed
Copy and paste this code into your site to embed