ଜାନୁଆରୀରେ କମିବ ଶୀତ !

ଭୁବନେଶ୍ୱର : ଜାନୁଆରୀରେ କମ୍‌ ଶୀତ ଅନୁଭୂତ ହେବ । ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ । ଯାହାଫଳରେ ଥଣ୍ଡା କମିବ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ଜାନୁଆରୀ ମାସ ପାଇଁ କରିଥିବା ଆକଳନରୁ ଏହା ଜଣାପଡ଼ିଛି । ଆଇଏମ୍‌ଡି ଅନୁଯାୟୀ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ବେଶି । ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପ୍ରାୟ ସମାନ ସ୍ଥିତି ରହିବ । ଏ ମାସରେ … Continue reading ଜାନୁଆରୀରେ କମିବ ଶୀତ !